କଟକ ମାଟିର ପୁଅ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ୱର : ବିଶ୍ବ ଇତିହାସରେ ଅଲିଭା ଅଧ୍ୟାୟ ଯୋଡ଼ିଥିବା ମହାନଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଓଡ଼ିଶା ତଥା କଟକ ମାଟିର ପୁଅ। ୧୮୯୭ ମସିହା ଜାନୁଆରି ୨୩ରେ କଟକ ସହରର ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଆଉ କିଶୋର କଟିଛି କଟକ ସହର ପାଣି ପବନରେ। ଷ୍ଟିୱାର୍ଟ ସ୍କୁଲ୍‌ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ)ରୁ ବାଲ୍ୟଶିକ୍ଷା ଆରମ୍ଭ କରିଥିବା ‌ସୁଭାଷ ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ମାଟ୍ରିକ୍‌ … Continue reading କଟକ ମାଟିର ପୁଅ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ